BREAKING
Loading...
:

ବୋଲେରୋ ଗାଡି ଦୁର୍ଘଟଣା,, ଅଳ୍ପକେ ବଞ୍ଚିଲେ ଡ୍ରାଇଭର l

 


ବୋଲେରୋ ଗାଡି ଦୁର୍ଘଟଣା,, ଅଳ୍ପକେ ବଞ୍ଚିଲେ ଡ୍ରାଇଭର l 

ସୁବର୍ଣ୍ଣପୁର ( ଉଗ୍ରସେନ କର୍ମୀ )ଭାରସାମ୍ୟ ହରାଇ ଘରର ବାଡାରେ ପିଟିଲା ଇଲେକ୍ଟ୍ରି ଅଫିସ ବୋଲୋରୋ ଅଳ୍ପକେ ବର୍ତ୍ତିଲା ଚାଳକ l 

ଆଜି ଦିନ ଏକ ଘଣ୍ଟା ସମୟରେ କଣ୍ଟାମାଲ  ଦିଗରୁ ଦ୍ରୁତଗତି ରେ ମନମୁଣ୍ଡା ଫେରୁଥିବା  ବେଳେ ଇଲେକ୍ଟ୍ରିଅଫିସ ର ଏକ ବୋଲେରୋ   ଗାଡିର ଆଗଛକ ଟି ଫାଟିଯିବା ଯୋଗୁଁ ଓଡ଼ିଆଗୋଠ ନିକଟରେ ନିର୍ମାଣ ହୋଇଥିବା ପଂଚାୟତ ଷ୍ଟଲ କୁ ଧକ୍କାଦେଇଥିଲା  l ଫଳରେ ଘର ର ବାଡା ଓ ଆଜବେଷ୍ଟ ଭାଙ୍ଗିଯାଇଥିବା ବେଳେ ଗାଡିଟି ଛିଟିକି ପଡି ରାସ୍ତାତଳ କୁ ଖସିପଡିଥିଲା l ଏହି ବଡ଼ ଦୁର୍ଘଟଣା ରେ ଚାଳକର କୌଣସି କ୍ଷତି ହୋଇନଥିବା ବେଳେ କିଛିସମୟ ସେଠାର ଘରମରାମତି କରିବାପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା l ମନମୁଣ୍ଡା ପୋଲିସ ପହଂଚି ଲୋକଙ୍କୁ ବୁଝା ସୁଝା କରିବାସହ କ୍ଷତି ପୂରଣ ବାବଦ କୁଗାଡି ମାଲିକ ଠୁ ମଗେଇ ଦେବା ର ପ୍ରତିଶୃତି ପରେ ଲୋକେ ଶାନ୍ତହୋଇଥିଲେ l ଏପଟେ ଗାଡିଟିକୁ ପୋଲିସ ଜବତ କରି ଥାନା କୁ ନେଇଥିବା ଜଣାପଡିଛିl ଏଠିପ୍ରଶ୍ନ ଉଠୁଛି ଯେ ଗୋଟେ ସରକାରୀ ସ୍ଥାନରେ ଲାଗିଥିବା ଗାଡିର ଚକ କେଉଁଭଳିଭାବରେ ଫାଟିଲା ଏବଂ ସେଠାରେ ଯଦି ପିଲା ମାନେବସିଥାନ୍ତେ ତାହାହେଲେ ଏତେବଡ଼ ଦୁର୍ଘଟଣା ପାଇଁ ଦାୟୀକିଏ ରହିଥାନ୍ତା l ଏହାର ତଦନ୍ତ କରି ଉଚିତ ପଦକ୍ଷେପ ନେବା ଦରକାର l 




ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS