BREAKING
Loading...
:

ମଜୁରିଆ ପଲ୍ଲୀ ଭୈରବୀ ପୀଠରୁ ବାଲ୍ୟ ବିବାହ ବନ୍ଦ କଲା ଚାଇଲ୍ଡ ଲାଇନ

 


ମଜୁରିଆ ପଲ୍ଲୀ ଭୈରବୀ ପୀଠରୁ ବାଲ୍ୟ ବିବାହ ବନ୍ଦ କଲା ଚାଇଲ୍ଡ ଲାଇନ


ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ଼ ଚାଇଲଡ ଲାଇନ୍ନ ଓ ସିଡିପିଓ ମିଳିତ ଭାବରେ ମଜୁରିଆ ପଲ୍ଲୀ ଭୈରବୀ ପିଠରୁ ବାହା ଘର ଚାଲୁଥିବା ସମୟରେ ଏକ ବାଲ୍ୟ ବିବାହ ରୋକା ଯାଇଛି ଝିଅକୁ ଉଦ୍ଧାର କରାଯାଇ ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରଯାଇ ୱାନ ଷ୍ଟପ ସେଣ୍ଟର ରଖା ଯାଇଛି ।



ପୁଅ- କେଦାର ପରିଡା 29 ଇଲେକ୍ଟ୍ରି କାମ କରେ,ପିତା, ଦୁଖୀ ପରିଡା ଗ୍ରାମ - ବାଘରା ଇଟାମାଟି ନୟାଗଡ

ଝିଅ ର ବୟସ 17 ଘର -ଭାଡ଼ିକିଲା, ଓଡଗାଁ.

ନୟାଗଡ଼ ଚାଇଲଡ ଲାଇନ୍ନ ର ଚନ୍ଦ୍ରଶେଖର ଶେଖର ବେହେରା, ସୁଜାତା ବେହେରା ଓ ସିଡିପିଓ ଲଷ୍ମୀ ଦାସ, ଆଞ୍ଚଳ ପାତ୍ର ଓ ଇଟାମାଟି ପୋଲିସଙ୍କ ସହାୟତାରେ ବିବାହ ରୋକା ଯାଇଥିବା ଜଣାପଡିଛି । ତେବେ ନୟାଗଡ଼ରେ ବାଲ୍ୟ ବିବାହ ଥମିବାର ନା ଧରୁନାହି । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ବାରମ୍ବାର ଏଭଳି ଘଟୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି । 


BY DEBI PRASAD DASH

Post a Comment

Previous Post Next Post
Header ADS