ବଦଳିଲେ ଗଣିଆ ବିଡ଼ିଓ
ଗଣିଆ (ମଣିଭଦ୍ରା ଖବର) ରାଜ୍ୟ ସରକାର ୩୨ ଜଣ ବିଡ଼ିଓଙ୍କର ବଦଳି କରିଥିବା ଜଣାପଡିଛି । ଓଡିଶା ସରକାରଙ୍କ ପତ୍ର ସଂଖ୍ୟା ୨୮୬୫୫ ଆଧାରରେ ଏହି ବଦଳି ହୋଇଛି । ଗଣିଆରେ କାର୍ଯ୍ୟରତ ବିଡ଼ିଓ ଲାବଣ୍ୟେନ୍ଦୁ ମହାନ୍ତିଙ୍କର ମାର୍ଶାଘାଇ ବଦଳି ହୋଇଥିବା ବେଳେ କେଉଁଝର ଜିଲ୍ଲା ଯୋଡା ବ୍ଳକ ବିଡ଼ିଓ ଡେନିସ୍ କୁମାର ବେହେରାଙ୍କର ଗଣିଆ ବଦଳି ହୋଇଥିବା ଜଣାପଡିଛି । ଏହିପରି ରାଜ୍ୟର ବିଭିନ୍ନ ବ୍ଳକର ୩୨ ଜଣ ବିଡ଼ିଓଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।
ମଣିଭଦ୍ରା ଖବର



Post a Comment