BREAKING
Loading...
:

ଗଣିଆ ବ୍ଳକ ସମ୍ମୁଖରୁ ପିକଅପ୍ ଭ୍ୟାନ ଚୋରୀ,ଥାନାରେ ଅଭିଯୋଗ

 ଗଣିଆ ବ୍ଳକ ସମ୍ମୁଖରୁ ପିକଅପ୍ ଭ୍ୟାନ ଚୋରୀ,ଥାନାରେ ଅଭିଯୋଗ


ଗଣିଆ: (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ସମ୍ମୁଖରୁ ପିକଅପ୍ ଭ୍ୟାନ ଚୋରୀ ନେଇ ଗଣିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପିକଅପ୍ ଭ୍ୟାନ ମାଲିକ କୃଷ୍ଣଚନ୍ଦ୍ର ଦାଶ ଲିଖିତ ଅଭିଯୋଗ କରିଛନ୍ତି । ସେ ଗତକାଲି ବ୍ଳକ ସମ୍ମୁଖରେ ଗାଡିଟିକୁ ରଖି ଘରକୁ ଯାଇଥିଲେ । ସକାଳୁ ଆସି ଦେଖିଲା ବେଳକୁ ସେଠାରେ ଗାଡ଼ି ନଥିଲା । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ନମିଳିବାରୁ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା ଏଏସଆଇ ପ୍ରମୋଦ କୁମାର ନନ୍ଦ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି । 


BY DEBI PRASAD DASH



Post a Comment

أحدث أقدم
Header ADS