*ଛାତ୍ରଛାତ୍ରୀଙ୍କ ପାଇଁ ବାଘ ସତର୍କତା*
ସମ୍ୱଲପୁର ବିଶ୍ୱବିଦ୍ୟାଳୟ ନିକଟସ୍ଥ ଅଂଚଳ ପାଇଁ ସତର୍କତା l
ଓରାମପଡ଼ା ଅଂଚଳର ଛାତ୍ରଛାତ୍ରୀଙ୍କ ପାଇଁ 'ବାଘ' ସତର୍କତା l
ସତର୍କ ହୋଇ ଚଳପ୍ରଚଳ କରିବାକୁ ବନ ବିଭାଗର ପରାମର୍ଶ l
ବିଶେଷ କରି ସନ୍ଧ୍ୟା ଓ ରାତିରେ ନ ବୁଲିବାକୁ କଡ଼ା ନିର୍ଦ୍ଦେଶ l
ଜଙ୍ଗଲ, ବୁଦା ଓ ବିଚ୍ଛିନ୍ନାଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ l
କୌଣସି ବନ୍ୟପ୍ରାଣୀ ସହ ସେଲ୍ଫି ନେବାକୁ ଚେଷ୍ଟା କରନ୍ତୁ ନାହିଁ l
କୌଣସି ଅଜଣା ଜନ୍ତୁ ଦେଖିଲେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ନିର୍ଦ୍ଦେଶ l
ଜରୁରୀ ପରିସ୍ଥିତିରେ ୧୧୨କୁ କଲ୍ କରିବାକୁ ପରାମର୍ଶ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment