ଭୁବନେଶ୍ୱରରେ ହେବ ବଡ଼ ରାଜସ୍ୱ ଭବନ l
ଭୁବନେଶ୍ୱରରେ ନିର୍ମାଣ ହେବ ୯ ମହଲା ବିଶିଷ୍ଟ ରାଜସ୍ୱ ଭବନ l
ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ନିର୍ମାଣ ହେବ ରାଜସ୍ବ ଭବନ l
୯ ମହଲା ତଳେ ୨ଟି ବେସମେଣ୍ଟ ଓ ଗୋଟିଏ ଗ୍ରାଉଣ୍ଡ ଫ୍ଲୋର୍ ରହିବ l
ଏଥିପାଇଁ ସମୁଦାୟ ୩୪୭. ୮୬ କୋଟି ଟଙ୍କା ଖର୍ଚ୍ଚ ହେବ l
ଗୋଟିଏ ସ୍ଥାନରେ ରାଜସ୍ୱ ବିଭାଗର ସମସ୍ତ ପ୍ରଶାସନିକ ବ୍ୟବସ୍ଥା ରହିବ l
ରାଜସ୍ୱ ବ୍ୟବସ୍ଥାର ସୁପରିଚାଳନା ଓ ରାଜସ୍ୱ ଆଦାୟ ପ୍ରକ୍ରିୟା ସହଜ ଓ ସୁବ୍ୟବସ୍ଥିତ ହେବ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment