କଟକ ମଲା ଚଣ୍ଡିଆ ରାସ୍ତାର ଅବସ୍ଥା ଅଧୁନା ଅତି ଦୟନିୟ ଅବସ୍ତାରେ ।ଏହା ଚାରିଦିନ ତଳେ ହୋଇଥିଲା ମରାମତି । ବର୍ତର୍ମାନ ଏହାର ଅବସ୍ଥା ଆହୁରି ଅଧିକ ଜଟିଳ ହୋଇ ପଡିଛି। ଠିକାଦାର ବିଲ୍ ପାଇବା ପାଇଁ ଅଣ୍ଟା ଭିଡ଼ିଛି । ଯନ୍ତ୍ରୀ ଠିକାଦାର ବିଲରୁ ପିସି ପାଇବା ଆଶାରେ କାଗଜପତ୍ର ଠିକ୍ କରିବାରେ ଲାଗିପଡିଛି, ହେଲେ ରାସ୍ତା ର ଭାଗ୍ୟ ବଦଳୁନାହିଁ। ଆଉ ଏ ରାସ୍ତା ହେବ ନାହିଁ ବୋଲି ଗୁପ୍ତ ସୂତ୍ରରୁ ସୂଚନା ମିଳେ ।ଏହାର ତଦନ୍ତ ପୁଙ୍ଖାନୁପୁଙ୍ଖ ଭାବେ ହେବା ନିହାତି ଦରକାର ବୋଲି ଏହାର ବାସିନ୍ଦା ଦାବି କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment