*ବ୍ରହ୍ମପୁର, ହଳଦିଆପଦର ବ୍ରିଜ୍ରେ ସଡ଼କ ଦୁର୍ଘଟଣା*
*କାର୍, ବାଇକ୍ ଓ ଏକ୍ସେଲ୍ ମଧ୍ୟରେ ଧକ୍କା; ୨ ଜଣ ଆହତ*
ହଳଦିଆପଦର ଓଭର ବ୍ରିଜ୍ ଉପରେ କାର୍, ବାଇକ୍ ଓ ଏକ୍ସେଲ୍ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ ଚାଳକ ଓ ଏକ୍ସଲ ଚାଳକ ଆଦି ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏକ୍ସଲ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡ଼ିକାଲକୁ ନିଆଯାଇଥିବା ସୂଚନା ମିଳିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment