ED ରାଡାରରେ ଆଜମ୍ ଖାନ୍ ।
ED ରାଡାରରେ ପୂର୍ବତନ ସାଂସଦ ତଥା ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍ ।
ମନି ଲଣ୍ଡ୍ରିଂ ମାମଲାରେ ଆଜମ୍ ଖାନ୍ଙ୍କ ୧୦ଟି ଠିକଣା ଉପରେ ରେଡ୍ ।
ରାମପୁର, ସହାରନପୁର ଓ ଦିଲ୍ଲୀ ସମେତ ୧୦ଟି ସ୍ଥାନରେ ରେଡ୍ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment