BREAKING
Loading...
:

ସଟର ତାଡ଼ିନେଇଗଲେ_ଦେଢ଼ଲକ୍ଷ ଟଙ୍କା,

 



ସଟର ତାଡ଼ିନେଇଗଲେ_ଦେଢ଼ଲକ୍ଷ ଟଙ୍କା,

କୋଣାର୍କ: ଦୋକାନ ସଟର  ତାଡ଼ି ନେଇଗଲେ ନଗଦ ଦେଢ଼ଲକ୍ଷ ଟଙ୍କା ।

୧ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ମୋବାଇଲ ମଧ୍ୟ ଲୁଟ୍‌ ଅଭିଯୋଗ ।

ଅସ୍ତରଙ୍ଗ ବଜାରରେ ଥିବା ଏକ ମୋବାଇଲ । ଦୋକାନରୁ ଲୁଟ୍‌

ପ୍ରମାଣ ନଷ୍ଟ ପାଇଁ ସିସିଟିଭ ଭାଙ୍ଗିଦେଲେ ଲୁଟେରା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS