BREAKING
Loading...
:

ନଗର ନିଗମ ପୌରାଞ୍ଚଳକୁ ନୂଆ ଆର୍ଥିକ କ୍ଷମତା




 ନଗର ନିଗମ ପୌରାଞ୍ଚଳକୁ ନୂଆ ଆର୍ଥିକ କ୍ଷମତା ।

ରାଜ୍ୟର ସମସ୍ତ ନଗର ନିଗମ ଓ ପୌରାଞ୍ଚଳ ପାଇଁ ନୂଆ ଆର୍ଥିକ କ୍ଷମତା ।

କମିଶନରଙ୍କୁ ୧ କୋଟି ଓ ଇଓଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଲ୍ ପୈଠ କ୍ଷମତା

ନଗର ନିଗମ, ପୌରସଂସ୍ଥା ଓ ଏନଏସି ବିଲ୍ ପୈଠ ଆର୍ଥିକ କ୍ଷମତା ସଂଶୋଧନ ।

ନଗର ନିଗମ କମିଶନରଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବିଲ୍ ପୈଠ କ୍ଷମତା ।

ଅଧିକ ରାଶି ପାଇଁ ମେୟରଙ୍କୁ ବିଲ୍ ପୈଠ କ୍ଷମତା ଦେଲେ ରାଜ୍ୟ ସରକାର ।

ପୌରସଂସ୍ଥା ଓ ଏନଏସିରେ ଅଧିକ ରାଶି ପାଇଁ ଅଧ୍ୟକ୍ଷଙ୍କୁ ବିଲ୍ ପୈଠ କ୍ଷମତା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS