ଭଞ୍ଜନଗର, (ଗଞ୍ଜାମ )
* ଗାଙ୍ଗପୁର ଥାନା କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା ।
* ଗ୍ରାମ ର ଅଙ୍ଗନାବାଡି କେନ୍ଦ୍ର ସମ୍ମୁଖ ରେ ଘଟିଛି ହତ୍ୟାକାଣ୍ଡ ।
* ମୃତ ବୃଦ୍ଧ ଜଣକ ହେଲେ ବାବୁ ସ୍ଵାଇଁ ।
* ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ।
* ପୂର୍ବ ଶତୃତାରୁ ଘଟିଛି ହତ୍ୟାକାଣ୍ଡ ।
* ପୋଲିସ ଦ୍ଵାରା ଜଣେ ଯୁବକ ଅଟକ । ପୋଲିସ ର ତଦନ୍ତ ଆରମ୍ଭ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment