BREAKING
Loading...
:

୧୧ ବର୍ଷୀୟ ନାବାଳକ ନିଖୋଜ, ଥାନାରେ ଅଭିଯୋଗ

 



୧୧ ବର୍ଷୀୟ ନାବାଳକ ନିଖୋଜ, ଥାନାରେ ଅଭିଯୋଗ

ବେଲଗୁଣ୍ଠା, -: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗୁଣ୍ଡୁରିବାଡି,  ର ଜଣେ ୧୧ ବର୍ଷୀୟ ନାବାଳକ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ନାବାଳକ ହେଲେ ପୂର୍ଣ୍ଣ ନାଇକଙ୍କ ପୁଅ ଶିବ ନାଇକ। ସେ ୫ମ ଶ୍ରେଣୀରେ ପାଠ ପଢୁଛନ୍ତି।ପରିବାର ସୂଚନା ଅନୁଯାୟୀ, ଶିବ ଗତକାଲିଠାରୁ ଘରୁ କେଉଁଆଡ଼େ ଚାଲିଯାଇଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିବାରୁ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଛନ୍ତି।ନାବାଳକଙ୍କ ସନ୍ଧାନ ପାଇଁ ପରିବାର ପକ୍ଷରୁ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି। ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିଲେ ନିକଟସ୍ଥ ପୁଲିସ ଥାନା କିମ୍ବା ପରିବାରକୁ ଜଣାଇବାକୁ ଅନୁରୋଧ କରାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS