BREAKING
Loading...
:

ଋଷିକୂଲ୍ୟା ନଦୀ ପଠାକୁ ଗାଧୋଇ ଯାଇ ଯୁବକ ମୃତ

 


ଗଞାମ ଜିଲ୍ଲା ପିତଳ ପଞ୍ଚାୟତ ଅନ୍ତର୍ଗତ ପାକିଡି ଗ୍ରାମ ର ଜଣେ ୧୮ ବର୍ଷର ଯୁବକ , ନିକଟରେ ଥିବା ଋଷିକୁଲ୍ୟା ନଦୀ ପଠାକୁ ଯାଇଥିଲେ ଗାଧୋଇବା ପାଇଁ ଅସାବଧାନ ଯୋଗୁ ଗୋଡ଼ ଖସି ପାଣି ରେ ବୁଡି ଯାଇଥିଲେ, ଭାରସାମ୍ୟ ହରାଇ ନଦୀର ସ୍ରୋତ ରେ ବୁଡି ଯାଇଥିଲେ।

  ପାଣି ସ୍ରୋତ କେହି ଭାସୁଥିବା ର ଦେଖି  ତଳି ଅଞ୍ଚଳର କିଛି ଲୋକ ଉଦ୍ଧାର କରିଥିଲେ ମୃତ ଅବସ୍ଥାରେ , ବହୁ ସମୟର କସରତରେ ଯୁବକକୁ କୂଳକୁ ଆଣିଥିଲେ,ନିକଟରେ କିଛି ଲୋକ ଆସ୍କା ମେଡିକାଲ ନେଇଥିଲେ ସେଠୀ ଡାକ୍ତର ମୃତ ଘୋଷଣା କଲେ l ମୃତ ଶବକୁ ବ୍ରହ୍ମପୁର ବଡ ମେଡିକାଲ କୁ ପଠାଇ ଦିଆ ଯାଇଛି ଶବ ବ୍ୟବଚ୍ଛେଦ ପାଇଁ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS