BREAKING
Loading...
:

ବିନା ଫିଟନେସ୍‌ରେ ଗାଡ଼ି ଚଳାଇଲେ ଜବତ: STA




 ବିନା ଫିଟନେସ୍‌ରେ ଗାଡ଼ି ଚଳାଇଲେ ଜବତ: STA ।

ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସରକାରଙ୍କ କଠୋର ଆଭିମୁଖ୍ୟ ।

ନିୟମ ଉଲ୍ଲଙ୍ଘନ କଲେ କେବଳ ଜରିମାନା ନୁହେଁ, ଗାଡ଼ି ଜବତ ।

ଅଭ୍ୟାସଗତ ଉଲଙ୍ଘନକାରୀଙ୍କ ବିରୋଧରେ କଠୋର ହେଲା STA ।

ଫିଟନେସ, ଵୀମା, ପରମିଟ୍‌ ନ ଥିଲେ ଗାଡ଼ିକୁ ଜବତ ପାଇଁ STAର ନିର୍ଦ୍ଦେଶ ।

ଏକାଧିକ ଥର ନିୟମ ଉଲଂଘନ କରିଥିବା ଗାଡ଼ିକୁ ଜବତ କରିବାକୁ ନିର୍ଦ୍ଦେଶ ।

ଯେଉଁ ଅଧିକାରୀ ଯାଞ୍ଚ ନିୟମ ପାଳନ ନ କରିବେ କାର୍ଯ୍ୟାନୁଷ୍ଠାନ ଚେତାବନୀ ।

ଏନେଇ ସର୍କୁଲାର ଜାରିକଲା ରାଜ୍ୟ ପରିବହନ ପ୍ରାଧିକରଣ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS