BREAKING
Loading...
:

ଏଥର ସାମାନ୍ୟ ବିଳମ୍ବ ହେବ ପଂଚାୟତ ନିର୍ବାଚନ

 ଏଥର ସାମାନ୍ୟ ବିଳମ୍ବ ହେବ ପଂଚାୟତ ନିର୍ବାଚନ



ଏଥର ସାମାନ୍ୟ ବିଳମ୍ବ ହେବ ପଂଚାୟତ ନିର୍ବାଚନ। ଏପ୍ରିଲ ମେ’ରେ ପଂଚାୟତ ନିର୍ବାଚନ ହେବା ନେଇ ସୂଚନା । ଏସଆଇଆର କାମ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ହେବ। ତେଣୁ ତା ପରେ ବର୍ଷା ପୂର୍ବରୁ ନିର୍ବାଚନ ହେବା ନେଇ ସୂଚନା ଦେଲେ ନିର୍ବାଚନ କମିଶନରଙ୍କ ସଚିବ ସନ୍ତୋଷ କୁମାର ଦାଶ। ୨୦୨୭ରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ।


RDC ଓ ଜିଲ୍ଲାପାଳ ଙ୍କ ସହିତ ବୈଠକ ହୋଇଛି। ୨୧ ତାରିଖରେ ରୁଟିନ୍ ବୈଠକ । ECIଙ୍କ ଇଲେକ୍ଟୋରାଲ ରୋଲ୍କୁ ୱାର୍ଡ ୱାରି ଭାଗ କରାଯାଇ ନିର୍ବାଚନ ହୁଏ । ଆଗରୁ ଏହା ଟେବୁଲ ଉପରେ ତିଆରି ହେଉଥିଲା । ଏଥର କିନ୍ତୁ ଆମେ ଡୋର୍ ଟୁ ଡୋର୍ ଭିଜିଟ୍ କରି ଭୋଟର ଲିଷ୍ଟ ପ୍ରସ୍ତୁତ କରାଯିବ । ୬୭୯୪ ପଞ୍ଚାୟତରେ ୯୧୯୩୦ ୱାର୍ଡ ବା ବୁଥ୍ ରହିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS