BREAKING
Loading...
:

୫ ଜିଲ୍ଲା ୫୪ ବ୍ଲକ ୫ଲକ୍ଷ ଲୋକ ପ୍ରଭାବିତ ।




 ୫ ଜିଲ୍ଲା ୫୪ ବ୍ଲକ ୫ଲକ୍ଷ ଲୋକ ପ୍ରଭାବିତ ।

ବନ୍ୟାରେ ୫ ଜିଲ୍ଲାର ୫୪ଟି ବ୍ଲକ ପ୍ରଭାବିତ ।

ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ।

୭୭୯ ପଞ୍ଚାୟତ, ୧୫୯୧ ଗାଁ ଓ ୧୪ ସହରାଞ୍ଚଳ ପ୍ରଭାବିତ ।

ପାଣି ଘେରରେ ୫ ଲକ୍ଷ ୨୬ ହଜାର ଲୋକ ।

ଧୀରେ ଧୀରେ ଜଳସ୍ତର କମୁଛି- ସୁରେଶ ପୂଜାରୀ ।

ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀର ଜଳସ୍ତର କମୁଛି ।

ଆବଶ୍ୟକ ହେଲେ ହୀରାକୁଦର ୨ଟି ଗେଟ୍ ଖୋଲାଯିବ ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS