ନାଇଡୁ କମିଶନ ରିପୋର୍ଟ ଗାୟବ: ମାମଲାରୁଜୁ ।
ନାଇଡୁ କମିଶନ ରିପୋର୍ଟ ଗାୟବ; ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ ।
ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ ।
BNS ୩୦୫, ୩୧୬ (୨), ୨୩୮ (C), ୨୪୧, ୬୧ (୨)(b)ରେ ମାମଲା
କ୍ରାଇମବ୍ରାଞ୍ଚ ଡିଏସ୍ପି ଆଶୁତୋଷ ମିଶ୍ର କରିବେ ତଦନ୍ତ ।
କ୍ରାଇମବ୍ରାଞ୍ଚ ଏସ୍ପି ଅନିରୁଦ୍ଧ ରାଉତରାୟ ତଦନ୍ତର ମନିଟରିଂ କରିବେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment