ମହିଳା ବ୍ୟବସାୟୀଙ୍କ ଠାରୁ ଲୁଟ୍: ୬ଗିରଫ ।
କଟକ: ମହିଳା ସୁନା ବ୍ୟବସାୟୀଙ୍କ ଠାରୁ ୩୬ ଲକ୍ଷ ଟଙ୍କା ଲୁଟ୍ ଘଟଣା ।
୬ ଅଭିଯୁକ୍ତଙ୍କୁ ଗିରଫ କଲା ମଧୁପାଟଣା ଥାନା ପୋଲିସ।
୩ ଲୁଟେରାଙ୍କ ସହ ଅନ୍ୟ ୩ ଜଣ ସହଯୋଗୀ ବି ଗିରଫ ।
ଗିରଫଙ୍କ ମଧ୍ୟରେ ବ୍ୟବସାୟୀଙ୍କ ଜଣେ କର୍ମଚାରୀ ବି ସାମିଲ୍
ଏବେବି ୨ ଫେରାର, ୧ ଲକ୍ଷ ୫ ହଜାର ଟଙ୍କା ଜବତ ।
୧୨ ତାରିଖରେ ସମ୍ରାଟ ହଲ୍ ସାମ୍ନାରୁ ୩୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment