الصفحة الرئيسية ଧୀରଜ ସେଠ୍ ସ୍ଥଳସେନା ମୁଖ୍ୟ Debi Prasad Dash يوليو 01, 2026 0 ଧୀରଜ ସେଠ୍ ସ୍ଥଳସେନା ମୁଖ୍ୟ ।ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ନୂଆ ସ୍ଥଳସେନା ମୁଖ୍ୟ ।ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀଙ୍କ ସ୍ଥାନ ନେଲେ ଧୀରଜ ସେଠ୍ ।ଜୁନ୍ ୩୦ରୁ ୨୦୨୮ ଅଗଷ୍ଟ ୩୧ ଯାଏଁ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ।ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق