ପରୋଲରେ ଆସି ଚମ୍ପଟ୍: ୯ ବର୍ଷ ପରେ ଗିରଫ
ପରୋଲ୍ରେ ଆସି ଚମ୍ପଟ୍ ମାରିଥିବା ଜଣେ ଦୋଷୀ ୯ ବର୍ଷ ପରେ ଗିରଫ ।
ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ସାଜିତ ଖାନ୍ ଗିରଫ ।
ସାଜିତ ଖାନ୍କୁ ଅମୃତସରରୁ ଗିରଫ କଲା କମିଶନରେଟ୍ ପୋଲିସ ।
ଚୌଦ୍ବାରରେ ୨୦୦୮ରେ ମହିଳାଙ୍କୁ ହତ୍ୟା କରି ଆଜୀବନ ସଜା କାଟୁଥିଲା ।
୨୦୧୭ରେ ୩ ମାସ ପାଇଁ ପରୋଲ୍ରେ ଆସି ଚମ୍ପଟ୍ ମାରିଥିଲା ।
ଅମୃତସରରେ ନାଁ ବଦଳାଇ ଫୟାଜ ଖାନ ନାଁରେ ହକ୍କର କାର୍ଯ୍ୟ କରୁଥିଲା ।
୨୦୨୫ରେ ଏନେଇ ଆମକୁ ରିପୋର୍ଟ ପରେ ଖୋଜି ବାହାର କଲୁ- ସିପି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق