BREAKING
Loading...
:

ଭୁବନେଶ୍ୱରରେ ଉଚ୍ଚାଘର ଭଙ୍ଗାଯିବ

 



ଭୁବନେଶ୍ୱରରେ ଉଚ୍ଚାଘର ଭଙ୍ଗାଯିବ ।

*ଭୁବନେଶ୍ବରରେ ଉଚ୍ଚା ଘର କରିଥିଲେ ସାବଧାନ। ଭଙ୍ଗାଯିବ କିଛି ଲୋକଙ୍କ ଘର। କେବଳ ଯେ ଘର ତାହା ନୁହଁ, ଉଚ୍ଚ ଉଚ୍ଚ ଟାୱାର, ଓଭରହେଡ୍ ପାଣି ଟାଙ୍କି ଥିଲେ ବି ତାକୁ ଭାଙ୍ଗି ଛୋଟ କରିବାକୁ ପଡ଼ିବ। ଏପରକି ଡ଼େଙ୍ଗା ଗଛ ଥିଲେ ବି ତାକୁ କାଟିବାକୁ ପଡ଼ିବ। ଏନେଇ ୧୮ ଜଣ ଘର ମାଲିକଙ୍କୁ ନୋଟିସ କରିଛି ବିଏମସି*।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS