*UG ମେରିଟ୍ ଲିଷ୍ଟ: ରେଭେନ୍ସା ଆଗରେ*#
ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ,*
ଅଧିକାଂଶ ଷ୍ଟ୍ରିମ୍ରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଆଗରେ,
ରେଭେନ୍ସାରେ କଳା (ରାଜନୀତି ବିଜ୍ଞାନ) କଟ୍-ଅଫ୍ ୯୪.୫୦%,
ଫିଜିକ୍ସ- ୯୬.୫୦%, ଜୁଲୋଜି- ୯୪.୮୩%,
ବାଣିଜ୍ୟରେ ମଧ୍ୟ ରେଭେନ୍ସା ଆଗରେ, କଟ୍-ଅଫ୍ ୮୯.୧୭%।
ସେଲ୍ଫ ଫାଇନାନ୍ସିଂ ଷ୍ଟ୍ରିମ୍ରେ ବିଜେବି ଆଗରେ
ବିଜେବିରେ କମ୍ପ୍ୟୁଟର ସାଇନ୍ସ କଟ୍-ଅଫ୍ ୯୨%।
MS ଆଇନ ବିଶ୍ବବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍ B.A.LLB କଟ୍ ଅଫ୍ ୮୯.୪୦%।
ଶାସ୍ତ୍ରୀ ଷ୍ଟ୍ରିମ୍ରେ ଗଡ଼ବିଷ୍ଣୁପୁର ସଂସ୍କୃତ ଡିଗ୍ରୀ କଲେଜ କଟ୍-ଅଫ୍ ୬୭.୫୭%।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment