*CAD ଡିଭିଜନ୍ର କନିଷ୍ଠ ଯନ୍ତ୍ରୀ ଗିରଫ*#
ଭଦ୍ରକ CAD ଡିଭିଜନର କନିଷ୍ଠ ଯନ୍ତ୍ରୀ ବିଜୟ ମହାନ୍ତି ଗିରଫ,
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ,
ଆୟ ଠାରୁ ୩୨୪ ପ୍ରତିଶତ ଅଧିକ ସଂପତ୍ତି ଥିବା ସୂଚନା,
ଜେଇଙ୍କର ୨ଟି ବହୁତଳ କୋଠା, ୯ଟି ଦାମୀ ପ୍ଲଟ୍ ଠାବ,
ନଗଦ ୧ ଲକ୍ଷ ୭୩ ହଜାର ଟଙ୍କା, ୩୫୦ ଗ୍ରାମ୍ ସୁନା ଠାବ,
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment