BREAKING
Loading...
:

ବଢ଼ିଲା ବସ ଭଡ଼ା

 ବଢ଼ିଲା ବସ ଭଡ଼ା #



 ଡିଜେଲ ଦର ବୃଦ୍ଧି କାରଣରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ବସ୍ ଭଡ଼ାରେ ସଂଶୋଧନ କରିଛନ୍ତି। ଏଥର ସମସ୍ତ ଶ୍ରେଣୀର ବସ‌୍‌ରେ ଯାତ୍ରା କରିବା ପାଇଁ ସମସ୍ତ ଜ।ମନଙ୍କୁତ୍ରି ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।


 କେଉଁ ବସ୍‌ରେ କେତେ ଭଡ଼ା ବଢ଼ିଲା (ପ୍ରତି କିଲୋମିଟର)

ଅର୍ଡିନାରୀ ବସ୍ ୯୦ ପଇସା (୨ ପଇସା ବୃଦ୍ଧି),

 ଏକ୍ସପ୍ରେସ୍ ବସ୍ ୯୪ ପଇସା (୨ ପଇସା ବୃଦ୍ଧି),

ଡିଲକ୍ସ ବସ୍ ୧୩୧ ପଇସା (୪ ପଇସା ବୃଦ୍ଧି),

ଏସି ଡିଲକ୍ସ ବସ୍ ୧୫୯ ପଇସା (୪ ପଇସା ବୃଦ୍ଧି),

ସୁପର ଡିଲକ୍ସ ବସ୍ ୨୪୭ ପଇସା (୬ ପଇସା ବୃଦ୍ଧି),


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS