ଅଣୁ. କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
ସମ୍ବେଦିକରଣ ଓ ସଚେତନତା ଶିବିର #
ରଣ୍ଢା ,ରଙ୍ଗେଈଲୁଣ୍ଡା -
ପଦ୍ମପୁର ଗ୍ରାମପଂଚାୟତ ରେ ଅଣୁ. କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟଗ ବିଭାଗ ତରଫରୁ ପଂଚାୟତ ସ୍ତରୀୟ ଏକ ଦିବାସୀୟ ସଚେନତା ଜର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଡିଶା ସରକାର ଙ୍କ ବାଣିଜ୍ୟ. ପରିବହନ. ଖଣି ଓ ଇସ୍ପାତ ବିଭାଗର ମନ୍ତ୍ରୀ ମାନନୀୟ ଶ୍ରୀ ଯୁକ୍ତ ବିଭୁତି ଭୂଷଣ ଜେନା ମହୋଦୟ ଙ୍କ ରଙ୍ଗେଈଲୁଣ୍ଡା ବ୍ଲକ ପ୍ରତିନିଧି ଶ୍ରୀ ଯୁକ୍ତ ବ୍ରଜ ମହନ ନାୟକ ଏବଂ ଶିକ୍ଷା ବିଭାଗର ପ୍ରତିନିଧି ଶ୍ରୀ ଗଙ୍ଗା ଧର ଶତପଥୀ ନିଜର ଅଭିଭାଷଣ ରଖିଥିଲେ l ଅତିଥି ଭାବେ ପଦ୍ମପୁର ପଂଚାୟତ ର ସରପଞ୍ଚ ମହୋଦୟା ଶ୍ରୀ ମତି ଶର୍ମିଷ୍ଠା ବେହେରା ଓ ସମିତି ସଭ୍ୟ ଶ୍ରୀ ମତି ପୁଷ୍ପାରାଣୀ ଜେନା ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ l ଏହି ସଚେତନତା କାର୍ଯ୍ୟକ୍ରୋମରେ ଅଣୁ. କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଆ. ଇ. ପି ଓ ଶ୍ରୀ ଜ୍ୟୋତି ରଞ୍ଜନ ବେହେରା. ମସ୍ଚ୍ୟ ସମ୍ପଦ ବିଭାଗ ତରଫରୁ ଏ. ଏଫ. ଓ ଶ୍ରୀ ମତି ମୋନାଲିଶା ମିଶ୍ର. ପଶୁ ସମ୍ପଦ ବିଭାଗ ତରଫରୁ ଭି. ଏସ ଶ୍ରୀ ମତି ଲିପି ଲେଖା ସ୍ୱାଇଁ ଉପସ୍ଥିତ ରହି ସଭାରେ ଉପୁସ୍ଥିତ ଥିବା ପଦ୍ମପୁର ଗ୍ରାମବାସୀଙ୍କୁ ନିଜ ବିଭାଗର ଯୋଜନା ଏବଂ ସରକାରଙ୍କ ପ୍ରଶାହନ ରାଶି ବିଷୟରେ ସମସ୍ତଙ୍କୁ ଅବଗତ କୋରାଇଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment