BREAKING
Loading...
:

ଡକ୍ଟର ରାମଚନ୍ଦ୍ର ବେହେରା, ଜିଲ୍ଲା ଆୟର୍ବେଦିକ ଚିକିତ୍ସା ଅଧିକାରୀ, ଦକ୍ଷିଣାଞ୍ଚଳ ମଣ୍ଡଳ

 ଡକ୍ଟର ରାମଚନ୍ଦ୍ର ବେହେରା, ଜିଲ୍ଲା ଆୟର୍ବେଦିକ ଚିକିତ୍ସା ଅଧିକାରୀ, ଦକ୍ଷିଣାଞ୍ଚଳ ମଣ୍ଡଳ



ବ୍ରହ୍ମପୁର (ଗଞ୍ଜାମ ) ୨୯ •୧୦ •୨୦୨୧ ରେ ଉକ୍ତ ପଦବୀ ରେ ବ୍ରହ୍ମପୁର ଠାରେ ଯୋଗ ଦେଇଥିଲେ।ସେ ଅତି ମେଳାପି, ପରୋପକାରୀ, ଓ ହୃଦୟସ୍ପର୍ଶୀ ବ୍ୟକ୍ତି ଟିଏ ଥିଲେ। ଉକ୍ତ ପଦବୀ ରେ ଆଜି ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ରେ ବହୁ ସଫଳତାର ସହ କର୍ଯ୍ୟ କରି ଆସିଛନ୍ତି । ତାଙ୍କ ଦ୍ଵାରା ନବନିର୍ମିତ କରାପ ଲ୍କୀ ଆୟୁଷ ଚିକିତ୍ସାଳୟ, ଅନେକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଯୋଗଗୃହ, ସରକାରୀ ଆୁର୍ବେଦିକ ଚିକିତ୍ସାଳୟ ଗୁଡ଼ିକ ର ନୂତନ କାର୍ଯ୍ୟାଳୟ ଓ ଡାକ୍ତର କର୍ମଚାରୀ ମାନଙ୍କ ବାସଗୃହ ନିର୍ମାଣ ରେ ସହାୟକ କରି ଆସିଛନ୍ତି।  ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଇଣ୍ଡୋନେସିଆ ଭଳି ଆନ୍ତର୍ଜାତୀୟ ସ୍ବାସ୍ଥ୍ୟ ବିଭାଗ ଏବଂ ନୂଆଦିଲ୍ଲୀ ର ତଥ୍ୟ ସଂଗ୍ରହ ଓ ଉପସ୍ଥାପନା ବିଭାଗର ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସଫଳତା ହାସଲ କରିଛି।ତତ୍ସଙ୍ଗେସଙ୍ଗେ ସେ ଏକ ଉତ୍ତମ ପ୍ରଶାସନିକ  ଅଧିକାରୀ ଅଟନ୍ତି । ଗଂଜାମ ଜିଲ୍ଲାରେ ପ୍ରାୟ ସାଢେ଼ ଚାରି ବର୍ଷ ଉକ୍ତ ପଦବୀ ରେ ରହି ବର୍ତ୍ତମାନ ଭୁବନେ୍ସ୍ଵ୍ରରସ୍ଥିତ secretariat କୁ  joint director ପଦରେ ପଦୋନ୍ନତି ହୋଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS