BREAKING
Loading...
:

ଓଡିଶା ରାଜ୍ୟ ମହିଳା ଆୟୋଗ ଦ୍ୱାରା କୋରାପୁଟର ସ୍କିଲ୍ ଡିଭେଲପମେଣ୍ଟ ସେଣ୍ଟରରେ ଜନ ସୁନାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

 



ଓଡିଶା ରାଜ୍ୟ ମହିଳା ଆୟୋଗ ଦ୍ୱାରା କୋରାପୁଟର ସ୍କିଲ୍ ଡିଭେଲପମେଣ୍ଟ ସେଣ୍ଟରରେ ଜନ ସୁନାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହେବା ପରେ, ଦଳଟି ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଚାଲୁଥିବା ବିଭିନ୍ନ ମହିଳା ସହାୟତା ସଂସ୍ଥାଗୁଡିକୁ ପରିଦର୍ଶନ କରିଥିଲେ।

ଏହି ପରିଦର୍ଶନକୁ ଅଧ୍ୟକ୍ଷା ଶ୍ରୀମତୀ ସୋଭନା ମହାନ୍ତି ଓ ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ ନେତୃତ୍ୱ ଦେଇଥିଲେ। ସେମାନଙ୍କ ସହ ଦୁଇଜଣ କାଉନ୍ସେଲର ଓ ଜଣେ ଲିଗାଲ୍ ଆସିଷ୍ଟାଣ୍ଟ ମଧ୍ୟ ଉପସ୍ଥିତ ଥିଲେ। ଡିଏସଡବ୍ଲ୍ୟୁଓ ଶ୍ରୀମତୀ ଜ୍ୟୋତ୍ସ୍ନା ପାଢ଼ୀ, ପ୍ରୋଟେକ୍ସନ୍ ଅଫିସର ଶ୍ରୀମତୀ ସବିତା ସାମଦର ଓ ଡିଏଚଇଡବ୍ଲ୍ୟୁ କୋରାପୁଟ କର୍ମଚାରୀମାନେ ମଧ୍ୟ ଦଳ ସହ ଯୋଗ ଦେଇଥିଲେ।

 ଦଳଟି କୋରାପୁଟର ଜାନିଗୁଡା ଓ ମହାବୀର ନଗରରେ ଅବସ୍ଥିତ ଶକ୍ତି ସଦନକୁ ପରିଦର୍ଶନ କରିଥିଲେ।  ସେଠାରେ ସେମାନେ ପ୍ରତ୍ୟେକ ଅବସ୍ଥାପିତଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ସ୍ୱାବଳମ୍ବୀ କରିବା ପାଇଁ କ୍ଷମତା ବୃଦ୍ଧିର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ଅନ୍ୟମାନଙ୍କର ମଧ୍ୟ୍ୟରେ ଶକ୍ତି ସଦନ  ମହିଳା ହବ ର ସlମସ୍ଥ୍ୟ  ଯଶସ୍ୱନି ପଟନାୟକ ଉପସ୍ଥିତ ଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS