BREAKING
Loading...
:

ଖଣ୍ଡଗିରି ମେଳା ଜଗିବେ ୧୦ ପ୍ଲାଟୁନ ଫୋର୍ସ

 



*ଖଣ୍ଡଗିରି ମେଳା ଜଗିବେ ୧୦ ପ୍ଲାଟୁନ ଫୋର୍ସ*.

*ଖଣ୍ଡଗିରି ମେଳାରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ.*

*ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଲେ ଏସିପି ତାପସ ପ୍ରଧାନ*

*ଜଣେ ଡିସିପି, ଜଣେ ଏସିପି, ୩ ଇନ୍ସପେକ୍ଟରଙ୍କ ସହ ୨୭ ଅଫିସର ମେଳା ଜଗିବେ'*

*'ସାଦା ପୋଷାକଧାରୀ ଗୋଟିଏ ପ୍ଲାଟୁନ ଭିଡ଼ ସ୍ଥାନରେ ପଇଁତରା ମାରିବେ'*

*ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଉପରେ ସିସିଟିଭି ବନ୍ଦୋବସ୍ତ କରାଯାଇଛି'*

*ଜୟଦେବ ବାଟିକାରେ ମଧ୍ୟ ଅପରାଧିକ ତତ୍ତ୍ୱ ଉପରେ ନଜର ରଖିବାକୁ ବ୍ୟବସ୍ଥା'

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS