BREAKING
Loading...
:

ଇରାନରେ ଯଦି ଶାନ୍ତି ପ୍ରତିଷ୍ଠା ନ ହୁଏ, ତା’ହେଲେ ପୂରା ଦେଶକୁ ଧ୍ବଂସ କରିଦିଆଯିବ

 


ୱାସିଂଟନ: ଇରାନରେ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନକୁ ପୁଣି ଥରେ କଡ଼ା ଚେତାବନୀ ଦେଇଛନ୍ତି। ଏକ ଟିଭି ଚାନେଲକୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି, ଇରାନରେ ଯଦି ଶାନ୍ତି ପ୍ରତିଷ୍ଠା ନ ହୁଏ, ତା’ହେଲେ ପୂରା ଦେଶକୁ ଧ୍ବଂସ କରିଦିଆଯିବ। କିଛି ଦିନ ତଳେ ଟ୍ରମ୍ପ ଇରାନରେ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଥି‌ଲେ। ଏବେ ଟ୍ରମ୍ପ କହିଛନ୍ତି, ଇରାନରେ ଯଦି କିଛି ହୁଏ, ପୃଥିବୀ ମାନଚିତ୍ରରୁ ଏହାକୁ ସମ୍ପୂର୍ଣ୍ଣ ହଟେଇ ଦିଆଯିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS