*ମଦ ବ୍ୟବସାୟୀ ନାରାୟଣ ସାହୁ ଗିରଫ*
*ବ୍ରହ୍ମପୁରର ମଦ ବ୍ୟବସାୟୀ ନାରାୟଣ ସାହୁଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ଥାନା ପୁଲିସ। ପାରଳାଖେମୁଣ୍ଡିରେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗରେ ପୁଲିସ ଗିରଫ କରିଛି। ବ୍ରହ୍ମପୁରରେ ବି ସେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି କେସରେ ଫେରାର ଥିଲେ। ଏହି ମାମଲରେ ବୈଦ୍ୟନାଥପୁର ଥାନା ପୁଲିସ ରିମାଣ୍ଡ ଦେବ ବୋଲି ସୂଚନା ମିଳିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment