*ବଢ଼ିଲା ବ୍ରହ୍ମପୁର ଏସ୍ପିଙ୍କ ଅଡୁଆ...*
*-ପୀତବାସ ପଣ୍ଡା ହତ୍ୟା: ବ୍ରହ୍ମପୁର ଏସ୍ପିଙ୍କ ଏକ ବୟାନକୁ ନେଇ ହାଇକୋର୍ଟ ଖପ୍ପା*
*-ଘଟଣାର ପର୍ଦ୍ଦାଫାସ୍ ବେଳେ ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଅଡୁଆରେ ଏସ୍ପି*
*-ମନ୍ତବ୍ୟକୁ ନେଇ ବ୍ରହ୍ମପୁର ଏସ୍ପିଙ୍କୁ ଜବାବ ତଲବ କଲେ ହାଇକୋର୍ଟ*
*-ଏସ୍ପିଙ୍କ ବୟାନକୁ କାହିଁକି ଅଦାଲତ ଅବମାନନା ଭାବେ ଧରାନଯିବ ପ୍ରଶ୍ନ କଲେ*
*-ଏନେଇ ଆସନ୍ତା ୭ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ*
*-ପୀତବାସ ହତ୍ୟାର ପ୍ରେସ୍ମିଟରେ ନିର୍ବାଚନ ମାମଲା କଥା ଉଠାଇଥିଲେ ଏସ୍ପି*
*-ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସଙ୍କ ମଧ୍ୟରେ କମନ୍ ଲିଙ୍କ ଥିବା କହିଥିଲେ ଏସ୍ପି*
*-ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଦାୟର ନିର୍ବାଚନୀ ମାମଲା କମନ୍ ଲିଙ୍କ ଥିଲା କହିଥିଲେ*
*-ଶିବ ଶଙ୍କର ମାମଲା କରିଥିଲେ, ବିକ୍ରମ ଖର୍ଚ୍ଚ ବହନ କରୁଥିଲେ ବୋଲି କହିଥିଲେ ଏସ୍ପି*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment