BREAKING
Loading...
:

ଅତିରିକ୍ତ ପରିବହନ ଓ ଅଗ୍ନିଶମ ବିଭାଗ ତରଫରୁ ବସ ଡ୍ରାଇଭର,କଣ୍ଡକ୍ଟର ଓ ହେଲପର ମାନଙ୍କୁ ଅଗ୍ନିଶମ ସୁରକ୍ଷା ସଚେତନତା ।

 ଅତିରିକ୍ତ ପରିବହନ ଓ ଅଗ୍ନିଶମ ବିଭାଗ ତରଫରୁ ବସ ଡ୍ରାଇଭର,କଣ୍ଡକ୍ଟର ଓ ହେଲପର ମାନଙ୍କୁ ଅଗ୍ନିଶମ ସୁରକ୍ଷା ସଚେତନତା ।




ରାଇରଙ୍ଗପୁର, - : ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ବସଷ୍ଟାଣ୍ଡ ଠାରେ ଅତିରିକ୍ତ ପରିବହନ ଓ ରାଇରଙ୍ଗପୁର ଅଗ୍ନିଶମ ବିଭାଗ ତରଫରୁ ଅଗ୍ନିନିର୍ବାପକରେ ଯଦି ଯାନ୍ତ୍ରିକ ପରିବହନ ରେ କୌଣସୀ ଘଟଣା ଦୁର୍ଘଟଣା କିପରି ନିଜେ ଓ ଅନ୍ୟ ମାନଙ୍କୁ କିପରି ଉଦ୍ଧାର କରିପାରିବେ । ସେ ନେଇ ଜନସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ଅତିରିକ୍ତ ପରିବହନ ଅଧିକାରିଣୀ ଚିନ୍ମୟୀ ମହାନ୍ତ ପ୍ରାରମ୍ଭ ରେ ରାଇରଙ୍ଗପୁର ବସଷ୍ଟାଣ୍ଡ ର ବସ ମାଲିକ ସଂଘ ର ଡ୍ରାଇଭର କଣ୍ଡକ୍ଟର

ହେଲଫର ମାନଙ୍କୁ ସ୍ଵାଗତ କରିବା ସହିତ ଅଗ୍ନିନିରପତା ସମ୍ପର୍କରେ ସଚେତନର ବାର୍ତ୍ତା ପ୍ରଦାନ କରିଥିଲେ । ଏବଂ ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ଡି କେ ଜେନା ସୁରକ୍ଷାର ସମସ୍ତ ସାଧନ ପ୍ରାକ୍ଟିକାଲ ଆକ୍ସନ କରି ଯଦି କୌଣସୀ ସ୍ଥାନରେ ହେଉ କି ଯାନ୍ତ୍ରିକ ପରିବହନ ଗାଡି ମଧ୍ୟ ରେ ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟେ ତେବେ ଆପଣ କିପରି ଉଦ୍ଧାର କରିବେ ସେନେଇ ଥିଲା ମୋକ ଡ୍ରିଲ୍ ।। ବସରେ ଦୁର୍ଘଟଣାମାନ ଘଟେ ତ ଆପଣ କରିବା ଉଚିତ, ଅଗ୍ନିକାଣ୍ଡ ଘଟିଲେ ପ୍ରଥମେ ଭୟଭିତ ନ ହୋଇ କିପରି ଯାତ୍ରୀ ଙ୍କୁ ସୁରକ୍ଷିତ

କରିବେ, ଯଦି କେହି ଡ୍ରାଇଭର ଗାଡି ଭିତରେ ଚାପି ହୋଇଥାନ୍ତି ତେବେ ତାଙ୍କୁ କେମିତି ଉଦ୍ଧାର କରାଯିବ, ଯଦି ସକେଚର ନ ଥିଲେ ମଧ୍ୟକପରି କୋମ୍ବଳ ଓ ହେଉ କି ଚଦର କୁ ନେଇ ସଚେର କେମିତି ଉଦ୍ଧାର କରାଯିବ ଗୁରୁତର ଆହତ ମାଙ୍କୁ ଯୁଦ୍ଧକାଳୀନ ଭିତରେ କିପିରି ପ୍ରାଥମିକ ଚିକିତ୍ସା କରାଯାଇ ପାରିବ ସେ ନେଇ ଏହି କାର୍ଯ୍ୟକ୍ରମରେ ଯାନବାହାନ ମାଲିକ, ଡ୍ରାଇଭର, କଣ୍ଡକ୍ଟର ମାନଙ୍କୁ ଦୁର୍ଘଟଣା ଜନିତ ଯାନବାହାନରେ ନିଆଁ ଲାଗିଗଲେ କିଭଳି ନିଆଁ ଲିଭାଇବେ ଏବଂ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀ

ମାନଙ୍କୁ ଯୁଦ୍ଧକାଳୀନ ଭିଭିରେ କିଭଳି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା ଯୋଗାଇଦେବେ ସେ ସମ୍ବନ୍ଧରେ ସଚେତନତା ପ୍ରଦାନ କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଅତିରିକ୍ତ ପରିବହନ ଅଧିକାରିଣୀ ଚିନ୍ମୟ ମହାନ୍ତ, ସହକାରୀ ପରିବହନ ଅଧିକାରୀ ଆଶୁତୋଷ ନାଏକ ଏବଂ ଅଗ୍ନିଶମ ବିଭାଗ ଅଧିକାରୀ ଡ଼ି କେ ଜେନା, ମୁଖ୍ୟ ଫାୟାର ଫାଇଟର ଦେବେନ୍ଦ୍ର ମହାନ୍ତ, ସୁଶାନ୍ତ ନାଏକ, ନରେନ୍ଦ୍ର ନାଏକ, ପର୍ଶୁରାମ ଜେନା, ଡ୍ରାଇଭର ରଂଜନ କୁମାର ନାଏକ ଙ୍କ ସହିତ ଶତାଧିକ ଗାଡି ମାଲିକ, ଡ୍ରାଇଭର, କଣ୍ଡକ୍ଟର,କ୍ଲିନର ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS