BREAKING
Loading...
:

ସୁଭଦ୍ରା ଯୋଜନା ପାଇଁ ସରକାର RTO ରେକର୍ଡ ଖୋଜୁଛନ୍ତି ।

 ସୁଭଦ୍ରା ଯୋଜନା ପାଇଁ ସରକାର RTO ରେକର୍ଡ ଖୋଜୁଛନ୍ତି ।




କିନ୍ତୁ ପ୍ରଶ୍ନ ଉଠୁଛି ଯେତେବେଳେ କଳା ଟଙ୍କାରେ ଡ୍ରାଇଭର ବା ଅନ୍ୟାନ୍ୟଙ୍କ ନାମରେ ଗାଡ଼ି କିଣାଯାଇଥାଏ......

ସମସ୍ତ ବିକ୍ରି ହୋଇଥିବା ଯାନବାହନ ର ପ୍ରକୃତ ମାଲିକଙ୍କ ଆୟକୁ ସଠିକ ସରକାରୀ ସଂସ୍ଥା ଦ୍ୱାରା ଯାଞ୍ଚ୍ କରାଯାଏ, ତେବେ କଳା ଟଙ୍କାର ଦିଗରେ କାନୁନୀ ନିୟନ୍ତ୍ରଣ ସମ୍ଭବ ।


ତେବେ ପ୍ରଶ୍ନ .... ସରକାରଙ୍କ ଦୃଷ୍ଟିକୋଣ କାହିଁକି କେବଳ ସୁଭଦ୍ରା ଯୋଜନାରେ ନାରୀମାନଙ୍କୁ ମିଳୁଥିବା ସହାୟତା ଉପରେ, କଳା ଟଙ୍କାରେ ବିଲାସୀ ଗାଡ଼ି କିଣୁଥିବାଙ୍କୁ ନୁହେଁ?


ସମାଜର ପ୍ରକୃତ ଉନ୍ନତି ପାଇଁ ଆଇନ 

କାନୁନର ଆଲୋକ କେବଳ ଦୁର୍ବଳଙ୍କୁ ନୁହେଁ, ଶକ୍ତିଶାଳୀଙ୍କ କଳା ସମ୍ପତ୍ତି ଉପରେ ମଧ୍ୟ ପଡ଼ିବା ଆବଶ୍ୟକ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS