*ପାତ୍ରପଡ଼ା_ହିଟ୍_ଆଣ୍ତ୍_ରନ୍:* *କାର୍_ମାଲିକ_ଗିରଫ*
*ଭୁବନେଶ୍ୱର: ପାତ୍ରପଡ଼ା ହିଟ୍ ଆଣ୍ତ୍ ରନ୍ ଘଟଣା*
*ପୁରୀରୁ ଗିରଫ ହେଲେ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ କାର୍ ମାଲିକ*
*ଗତ ୯ ଅଗଷ୍ଟ ରାକ୍ଷୀ ପୂର୍ଣ୍ଣିମାରେ ଘଟିଥିଲା ଦୁର୍ଘଟଣା*
*ସ୍କର୍ପିଓ ଓ କାର୍ ରେସିଂ ପାଇଁ ମାଆ-ଝିଅଙ୍କ ମୃତ୍ୟୁ ହୋଇଥିଲା*
*ପାତ୍ରପଡ଼ା ପାଖରେ ରାସ୍ତାରୋକ କରିଥିଲେ ଫୁଲେଶ୍ୱରୀ ବସ୍ତି ଲୋକେ*
*ଜବତ ହୋଇଥିଲା ସ୍କର୍ପିଓ ଓ କାର୍; ଅନ୍ୟ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଥିଲେ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment