ରିଆମାଳ ରେ ପର୍ଯ୍ୟଟକ ଙ୍କ ପାଇଁ ଖୋଲିଲା ବିଶ୍ରାମ ଗୃହ।
ଦେବଗଡ଼ ଜିଲ୍ଲା ରିଆମାଳ ସଦର ମହକୁମାରେ ପର୍ଯ୍ୟଟକ ତଥା ବିଭିନ୍ନ ଅଞ୍ଚଳ ରୁ ଅତିଥି ମାନଙ୍କର ରାତ୍ର ଯାପନ ପାଇଁ ଏକା ଅଭିନବ ଢଙ୍ଗରେ ବିଶ୍ରାମ ଗୃହ ଖୋଳିଛି। ୨୪ ଘଣ୍ଟା ପାଇଁ ସୁଲଭ ଦରରେ ରହିବାର ସୁଯୋଗ ମିଳିବ ହୋଟେଲ ଚନ୍ଦନ ର ଉପର ମହଲା ରେ ୫ଟି ରୁମ ଅତ୍ୟାଧୁନିକ ଢଙ୍ଗରେ ତିଆରି ହୋଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment