*ଆସିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀ କିମ୍ବା କର୍ମଚାରୀଙ୍କ ବଦଳି ପଲିସି।*
*କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କୁ ନିଜ ଜିଲ୍ଲା କିମ୍ବା ନିଜ ବ୍ଲକ୍ ରେ ନିଯୁକ୍ତି ଦିଆଯିବ ନାହିଁ*
*କୌଣସି ଅଧିକାରୀ କିମ୍ବା କର୍ମଚାରୀ ୬ ବର୍ଷରୁ ଅଧିକ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ*
*କେ ବି କେ ଜିଲ୍ଲା ମାନଙ୍କରେ ସମସ୍ତ ଅଧିକାରୀ କିମ୍ବା କର୍ମଚାରୀ କାର୍ଯ୍ୟ କରିବା ବାଧ୍ୟତାମୂଳକ*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment