BREAKING
Loading...
:

ଆସିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀ କିମ୍ବା କର୍ମଚାରୀଙ୍କ ବଦଳି ପଲିସି।*



 *ଆସିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀ କିମ୍ବା କର୍ମଚାରୀଙ୍କ ବଦଳି ପଲିସି।* 

*କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କୁ ନିଜ ଜିଲ୍ଲା କିମ୍ବା ନିଜ ବ୍ଲକ୍ ରେ ନିଯୁକ୍ତି ଦିଆଯିବ ନାହିଁ*

*କୌଣସି ଅଧିକାରୀ କିମ୍ବା କର୍ମଚାରୀ ୬ ବର୍ଷରୁ ଅଧିକ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ*

 *କେ ବି କେ  ଜିଲ୍ଲା ମାନଙ୍କରେ ସମସ୍ତ ଅଧିକାରୀ କିମ୍ବା କର୍ମଚାରୀ କାର୍ଯ୍ୟ କରିବା ବାଧ୍ୟତାମୂଳକ*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS