BREAKING
Loading...
:

ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟର ଗ୍ରାଉଣ୍ଡ ରିପୋର୍ଟ*

 *ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟର ଗ୍ରାଉଣ୍ଡ ରିପୋର୍ଟ* 



 ଡକ୍ଟର ଶୂନ୍ୟ ଚକ୍ଷୁ ବିଭାଗରେ, ରୋଗୀଙ୍କୁ ଗୋଟିଏ contractual technician ଓ ପିଅନ ଙ୍କ ଭରସାରେ ଚିକିତ୍ସା ଦିଆଯାଉଛି।


 CDMO ଓ ADM ଙ୍କୁ ମଧ୍ୟ ଜଣା ନାହି, ଡକ୍ଟର କେଉଁଠି ଅଛନ୍ତି।

 ସରକାର ପଦକ୍ଷେପ ନେଉନାହାନ୍ତି।

 ପ୍ରତିମାସ 2000 ଟଙ୍କା secret envelope ଦେଲେ ସବୁ ଭୁଲ୍ ମାଫ୍!


 ଏହା Odisha Health System ର ସତ୍ୟ ଚିତ୍ର;

 ସମୟ ଆସିଗଲା , ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ଉତ୍ତର ଦେବା ଦରକାର।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS