BREAKING
Loading...
:

ବରପାଲିରେ ବିଶ୍ଵ ଫଟୋଗ୍ରାଫି ଦିବସ ପାଳିତ

 ବରପାଲିରେ ବିଶ୍ଵ ଫଟୋଗ୍ରାଫି ଦିବସ ପାଳିତ 



ସମ୍ବଲପୁର:


ବିଶ୍ଵ ଫଟୋଗ୍ରାଫି ଦିବସ ଅବସରରେ ବରପାଲି ଫଟୋଗ୍ରାଫର ମହାସଂଘ ପକ୍ଷରୁ ବିଶ୍ଵ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ବସଷ୍ଟାଣ୍ଡ ରେ ଥିବା ସ୍ୱବାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ମହିଳା ମହାବିଦ୍ୟାଳୟକୁ ଯାଇ ସେଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରା ହୋଇଥିଲା। ଏଥିରେ ସଭାପତି ମହେଶ ଦର୍ଜିଙ୍କ ସ‌ହ ରାହାସ ପାତ୍ର, ଉମେଶ ଦାସ, ଅରବିନ୍ଦ ସାହୁ, ଗୁଲାବ ଦାସ, ଗଣେଷ ମହାନନ୍ଦ, ଏକଲବ୍ଯ ମେହେର, ରାମ ମେହେର, ଚୈତନ୍ୟ ପଧାନ, ବିକି ଥଇତ, ବିକାଶ ସାହୁ, ମହେଶ ମେହେର, ପରେଶ ପଧାନ, ଅମିତ ବେହେରା, ମୋହନ ମେହେର, ସମ୍ବିତ ସାହୁ, ସୁରୃ ବରେଇ, ଆନନ୍ଦ ମେହେର ଓ ପ୍ରକୃତି ମିତ୍ର ଅନ୍ତର୍ଯ୍ୟାମୀ ପଣ୍ଡା ସହଯୋଗ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS