BREAKING
Loading...
:

୧୬ରେ_ନୂଆଖାଇ_ଶୁଭ_ଲଗ୍ନ_ନିର୍ଦ୍ଧାରଣ*

 



*୧୬ରେ_ନୂଆଖାଇ_ଶୁଭ_ଲଗ୍ନ_ନିର୍ଦ୍ଧାରଣ*

*-ସମ୍ବଲପୁର: ନୂଆଖାଇ ପାଇଁ ନିର୍ଦ୍ଧାରଣ ହେବ ଶୁଭ ଲଗ୍ନ*

*-ଅଗଷ୍ଟ ୧୬ ଅପରାହ୍ନ ସାଢ଼େ ୪ଟାରେ ଶୁଭ ଲଗ୍ନ ନିର୍ଦ୍ଧାରଣ କରାଯିବ*

*-ନନ୍ଦୋତ୍ସବ ଦିନ ଝାଡ଼ୁଆପଡ଼ାର ବ୍ରହ୍ମପୁରା ମନ୍ଦିରରେ ନିର୍ଦ୍ଧାରଣ ହେବ*.

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS