BREAKING
Loading...
:

ଜୀବିତ ମଣିଷଙ୍କୁ “ମୃତ” ସଜାଇଲା ପୋର୍ଟାଲ

 *ଜୀବିତ ମଣିଷଙ୍କୁ “ମୃତ” ସଜାଇଲା ପୋର୍ଟାଲ*




ସୁଭଦ୍ରା ଯୋଜନା ପୋର୍ଟାଲରେ ଜଣେ ଜୀବିତ ଥିବା ମହିଳାଙ୍କୁ “ମୃତ” ସଜାଇ ଦିଆଯାଇଥିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପଡ଼ିଛି । ଏହି ଅଭିଯୋଗ କରିଛନ୍ତି - ହିଞ୍ଜିଳିକାଟୁ ପୌର ପରିଷଦ ୱାର୍ଡ ନମ୍ବର ୧୦ର ବାସିନ୍ଦା ପ୍ରତିମା ନାୟକ। ସୂଚନା ପ୍ରକାରେ ପ୍ରତିମା ନାୟକ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ସହାୟତା ରାଶି ପାଇଥିଲେ।ପରେ ଦ୍ଵିତୀୟ କିସ୍ତି ପାଇବା ପାଇଁ ସେ ୱେବ ପୋର୍ଟାଲ ମାଧ୍ୟମରେ ସର୍ଚ୍ଚ କଲେ। କିନ୍ତୁ ସେଠାରେ ଦେଖାଗଲା, ପୋର୍ଟାଲ ରେ ସେ ଜୀବିତ ନୁହେଁ, “ମୃତ” ବୋଲି ରେକର୍ଡ ହୋଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS