କଟକ (ମଣିଭଦ୍ରା ଖବର) ଗାଡ଼ି ଚଳାଇବା ସମୟରେ ହେଲମେଟ୍ କେତେ ଜରୁରି ତାହା ଆମେ ସମସ୍ତେ ଜାଣନ୍ତି । ସେଇଥି ଲାଗି ତ ହେଲମେଟ୍କୁ ନେଇ ଚେକିଂ ବି କଡ଼ାକଡ଼ି କରାଯାଉଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ନେଇ ପୂରା ଦେଶରେ ଚର୍ଚ୍ଚା । କାରଣ ଏଣିକି ଯେଉଁମାନେ ବାଇକ୍ କିଣିବାକୁ ଯିବେ ସେମାନଙ୍କୁ କମ୍ପାନୀ ଦୁଇଟି ଆଇଏସଆଇ ସାର୍ଟିଫାଏଡ୍ ହେଲମେଟ୍ ବିକ୍ରି କରିବ ।*
*ମନ୍ତ୍ରୀ କହିଲେ, ଲୋକଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ*
*ଆକ୍ସିଡେଣ୍ଟର ମାମଲା ବଢିବାରେ ଲାଗିଛି । ଯାହାକୁ ନେଇ ସରକାର ବି ଚିନ୍ତାରେ ଅଛନ୍ତି । ତେଣୁ ଗାଡ଼ି କିଣିବା ବେଳେ ହେଲମେଟ୍ କିଣିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର ।


Post a Comment