*ଗୋଟିଏ_ପରିବାରକୁ_୨ଟି_ପାଣିଟ୍ୟାପ୍*
-ଗ୍ରାମ୍ୟ ଜଳଯୋଗାଣ କ୍ଷେତ୍ରରେ ପ୍ରଶାସନର ହାସ୍ୟାସ୍ପଦ ତ୍ରୁଟି ଧରିଲେ ସିଏଜି
-ପରିବାରକୁ ପାନୀୟ ଜଳ ଯୋଗାଣରେ ସର୍ଭେ ନକରି ଜଳ ଯୋଗାଣ ଧରିଲେ ସିଏଜି
-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକରେ ଏକାଧିକ ଗଫଲତି ଧରିଲେ ସିଏଜି
-ସର୍ଭେ ନକରି ଗୋଟିଏ ଗୋଟିଏ ପରିବାରକୁ ୨ଟି ଲେଖାଏଁ ଟ୍ୟାପ୍ ଦିଆଯାଇଛି
-ମନଇଚ୍ଛା ଗୋଟିଏ ଗୋଟିଏ ପରିବାରକୁ ୨ଟି ଲେଖାଏଁ ଟ୍ୟାପ୍ ଦିଆଯାଇଛି
-ଏଭଳି ଅନାବଶ୍ୟକ ଜଳଯୋଗାଣ ପାଇଁ ୧୨ କୋଟି ଅଯଥା ବ୍ୟୟ ହୋଇଛି
-କିଛି କିଛି ଜାଗାରେ ଭଙ୍ଗା ଟ୍ୟାପ୍ ଲାଗି ଜଳକ୍ଷରଣ ଯୋଗୁଁ କ୍ଷତି ଘଟୁଥିବା ଉଲ୍ଲେଖ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment