BREAKING
Loading...
:

ଏପ୍ରିଲ୍ ୧୫ ସୁଦ୍ଧା ଆୟୁଷ୍ମାନ ଓଡ଼ିଶାରେ ଶୁଭାରମ୍ଭ*

 *ଏପ୍ରିଲ୍ ୧୫ ସୁଦ୍ଧା ଆୟୁଷ୍ମାନ ଓଡ଼ିଶାରେ ଶୁଭାରମ୍ଭ*



1. ଓଡ଼ିଶାର ୩ କୋଟି ୫୨ ଲକ୍ଷ ଲୋକ ଉପକୃତ ହେବେ । 


2. ୯୦୦ ଡାକ୍ତରଖାନା ବଦଳରେ ବର୍ତ୍ତମାନ ୨୯ ହଜାର ଡାକ୍ତରଖାନାରେ ଆୟୂଷମାନ ଯୋଜନାରେ ଲୋକେ ମାଗଣାରେ ଚିକିତ୍ସାର ସୁବିଧା ପାଇପାରିବେ ।


3. ପ୍ରଥମ ପର୍ଯ୍ୟାୟରେ BSKY କାର୍ଡ ଯେଉଁମାନଙ୍କର ଅଛି ସେମାନଙ୍କର E-keyc ହିଁ ହେବ ଏଵଂ କାର୍ଡ ପାଇବେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS