ରାଜ୍ୟରେ ପ୍ରତିଷ୍ଠା ହେବ ନଅଟି ନୂତନ ମେଡିକାଲ କଲେଜ
ଭୁବନେଶ୍ଵର (ମଣିଭଦ୍ରା ଖବର) ରାଜ୍ୟରେ ପ୍ରତିଷ୍ଠା ହେବ ନଅଟି ନୂତନ ମେଡିକାଲ କଲେଜ। ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।... ନୂତନ ମେଡିକାଲ କଲେଜ ହେବା କୁ ଥିବା ସ୍ଥାନ ଗୁଡିକ ହେଲା - ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ, ନବରଙ୍ଗପୁର,ବୁର୍ଲା, ବ୍ରହ୍ମପୁର,କେଉଁଝର,ବଲାଙ୍ଗିରି,ରାଇରଙ୍ଗପୁର ଇତ୍ୟାଦି ସ୍ଥାନ ରେ ମେଡିକାଲ କଲେଜ ହେବା ନେଇ ବିଧାନସଭା ଗୃହ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସୂଚନା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment