BREAKING
Loading...
:

ରାଜ୍ୟରେ ପ୍ରତିଷ୍ଠା ହେବ ନଅଟି ନୂତନ ମେଡିକାଲ କଲେଜ

 ରାଜ୍ୟରେ ପ୍ରତିଷ୍ଠା ହେବ ନଅଟି ନୂତନ ମେଡିକାଲ କଲେଜ

ଭୁବନେଶ୍ଵର (ମଣିଭଦ୍ରା ଖବର) ରାଜ୍ୟରେ ପ୍ରତିଷ୍ଠା ହେବ ନଅଟି ନୂତନ ମେଡିକାଲ କଲେଜ। ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।... ନୂତନ ମେଡିକାଲ କଲେଜ ହେବା କୁ ଥିବା ସ୍ଥାନ ଗୁଡିକ ହେଲା -  ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ, ନବରଙ୍ଗପୁର,ବୁର୍ଲା, ବ୍ରହ୍ମପୁର,କେଉଁଝର,ବଲାଙ୍ଗିରି,ରାଇରଙ୍ଗପୁର ଇତ୍ୟାଦି ସ୍ଥାନ ରେ ମେଡିକାଲ କଲେଜ ‌ହେବା ନେଇ ବିଧାନସଭା ଗୃହ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସୂଚନା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS