BREAKING
Loading...
:

ପ୍ରେମିକକୁ_ଅପହରଣ_କରି_ପ୍ରେମିକା_ଗିରଫ

 


ପ୍ରେମିକକୁ_ଅପହରଣ_କରି_ପ୍ରେମିକା_ଗିରଫ

-ଭୁବନେଶ୍ବର: ପ୍ରେମିକକୁ ଅପହରଣ କରି ପ୍ରେମିକା ଗିରଫ

-ପ୍ରେମିକା ସହ ୪ ଅପହରଣକାରୀଙ୍କୁ ଧରିଲା କମିଶନରେଟ୍ ପୋଲିସ

-ପ୍ରେମିକାର ଘର ଝାଡ଼ଖଣ୍ଡ, ଲିଭ୍ ଇନ୍‌ରେ ରହୁଥିଲେ

-ପ୍ରେମିକ ଉପରେ ପ୍ରତିଶୋଧ ନେବାକୁ ଯାଇ ଝାରପଡ଼ାରୁ ଉଠାଇଥିଲେ

-ଅପହରଣ ପରେ ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍ ରଖଥିଲେ

-ଭଉଣୀଙ୍କ ପ୍ରେମିକକୁ ଲଗାଇ ଭଡ଼ା ଘରେ ରଖି ଅତ୍ୟାଚାର କରୁଥିଲେ

Post a Comment

Previous Post Next Post
Header ADS