BREAKING
Loading...
:

ସରକାରୀ ବସୁଧା ଯୋଜନା କେବଳ ଗରିବ ଙ୍କୁ ଆଖି ଠାର।ପ୍ରତି ବର୍ଷ ବଢୁଛି ପାଣିର ସମସ୍ୟା ।

 ସରକାରୀ ବସୁଧା ଯୋଜନା କେବଳ ଗରିବ ଙ୍କୁ ଆଖି ଠାର।ପ୍ରତି ବର୍ଷ ବଢୁଛି  ପାଣିର ସମସ୍ୟା । 


  

 ଢେଙ୍କାନାଳ (ମଣିଭଦ୍ରା ଖବର) ଏ ହେଉଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ  ମରୁବିଲି ଗ୍ରାମପାଞ୍ଚୟତର ସାରିଓଗ୍ରାମ ଉପର ସାହିର ଦୃଶ୍ୟ । କେବେ ଦୂର ହେବ ପାଣିସମସ୍ୟା ।  କେବେ ପହଁଞ୍ଚିବ ବସୁଧା ଯୋଜନା ମାଧ୍ୟ୍ୟମରେ ଲୋକଙ୍କ ପାଖରେ ପିଇବା ପାଣି । ଆଜିବି ଏହି ଆଦିବାସୀ ଅଧୁଷିତ ଅଞ୍ଚଳରେ ବସୁଧା ଯୋଜନା ଥାଉ ଥାଉ ଲୋକଙ୍କ ପାଖରେ ପହଁଞ୍ଚି ପାରୁନି ବିଶୁଦ୍ଧ ପିଇବା ପାଣି ବାଧ୍ୟ୍ୟ ହୋଇ ଦୂଷିତ ପୋଖରୀ ପାଣି ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ । ଭଲ ଭାବରେ ନଜର ପକାନ୍ତୁ ଏହି ଦୃଶ୍ୟକୁ କିପରି ଚଳୁଛନ୍ତି ଏହି ଆଦିବାସୀ ଲୋକମାନେ । ପିଇବା ପାଣି କହିଲେ ପୋଖରୀ ପାଣି ନହଲେ ଏକ ନଳ କୂପର ଦୂଷିତ ନାଲିଆ ପାଣି । ଏହାଦ୍ଵାରା ଲୋକମାନଙ୍କର ସ୍ଵାସ୍ତ୍ୟ ଖରାପ ହେବାର ସମ୍ଭାବନା ଅଛି ତେଣୁ ଗ୍ରାମର ପାଣି ସମସ୍ୟା ଦୂର କରିବା ପାଇଁ ସରକାରଙ୍କୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS