BREAKING
Loading...
:

ବ୍ରହ୍ମପୁର ର ଖୁଦ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ ତ୍ରିନାଥ ନାୟକଙ୍କ ସଫଳତା

 *ବ୍ରହ୍ମପୁର ର ଖୁଦ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ ତ୍ରିନାଥ ନାୟକଙ୍କ ସଫଳତା*


ଭୁବନେଶ୍ଵର (ମଣିଭଦ୍ରା ଖବର) ଗତ ଚାରି,ପାଞ୍ଚ ବର୍ଷ ହେଲା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମାଟିର କଳାକାର ଶ୍ରୀଯୁକ୍ତ ତ୍ରିନାଥ ନାୟକ ସଫଳତା ସହ ସଫଳତା ରେ ଆଗକୁ ବଡ଼ି ଚାଲିଛନ୍ତି । ସେମିତି ଗତ ବର୍ଷ ମଧ୍ୟ ୩୧.୧୨.୧୦୨୪ ତାରିଖରେ ମୁମ୍ବଇ ମହାରାଷ୍ଟ୍ର ଠାରେ ଏସିଆ ଅନ୍ତର୍ଜାତୀୟ ଆୱାର୍ଡ ଫୋଙ୍ଗସେନ ନିଜେ ଲେଖିଥିବା କାହାଣୀଟି *ମାଟିଦିପ* କୁ ,ନିଜ ନିର୍ଦ୍ଦେଶନାରେ ପ୍ରସ୍ତୁତ କରିଥିଲେ ଓ ୮୦୦,ଫିଲ୍ମ ମଧ୍ୟରୁ ମାଟିଦିପ କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପ୍ରଥମ ସ୍ଥାନ ପାଇଛନ୍ତି। ଏହି ଚଳଚ୍ଚିତ୍ର ଟି ମାସେ,ଦୁଇ ମାସ ଲାଗିଥିଲା ପ୍ରସ୍ତୁତ କରିବା ପାଇଁ ଏବଂ ଚଳଚ୍ଚିତ୍ର ରେ ବ୍ରହ୍ମପୁର ର ବହୁ ନୂଆ ପୁରୁଣା କଳାକାର ଅଭିନୟ କରିଥିଲେ । କେମେରା ରେ ଥିଲେ ଟିକି ଭାଇ,ବେନେର ବିଶ୍ବମ୍ବର ବେହେରା,ସଂଳାପ ଶିବାନାଦ ବାରିକ

ମିକସିଙ୍ଗ ଓ ଏଡିଟିଙ୍ଗ,ମହେଶ୍ୱର ପାଢ଼ୀ, ଅଭିନୟ ଗିରିଜା ଶଙ୍କର ଦାଶ,ମହେଶ୍ୱର ପାଢ଼ୀ, ଶର୍ମିଷ୍ଠା ତ୍ରିପାଠୀ,ଶିଶୁ କଳାକାର ରେ ଗୋପାଳ ଚୌଧୁରୀ,

ଆରଧ୍ୟାତନ୍ମୟଦାଶ

ପ୍ରଯୋଜକ, ସୀମାଞ୍ଚଳ ବିଶ୍ୱାଳ

କାହାଣୀ,ନିର୍ଦ୍ଦେଶନା ରେ ତ୍ରିନାଥ ନାୟକ।ଏହି ଖୁଦ୍ର ଚଳଚ୍ଚିତ୍ର ଟି ଆମ ମାଟି ଉପରେ ଆଧାରିତ ଏହିଥିବା ଯୋଗୁ ଏବଂ ଆୱାର୍ଡ ପାଇଥିବା ଶୁଣି ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲା ର ବହୁ ବୁଦ୍ଧିଜୀବୀ ଏବଂ କଳାକାର ଭାଇଭଉଣୀ ମାନଙ୍କ ତରଫରୁ ପ୍ରଶଂସାର ସୁଅ ଛୁଟୁଛି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS